ବୁଗୁଡ଼ା ଅଞ୍ଚଳର ନାବାଳିକା ଅନ୍ତସତ୍ତ୍ୱା ଘଟଣା, ଯୁବକଙ୍କୁ କୋର୍ଟ ଚାଲାଣ




ଦଶପଲ୍ଲା ଥାନା ଅନ୍ତର୍ଗତ ଟାକରା ପଞ୍ଚାୟତର ବୁଗୁଡ଼ା ଅଞ୍ଚଳରେ ଜୈନେକା ନାବାଳିକା ଅନ୍ତସତ୍ତ୍ୱା ହେବା ଘଟଣାରେ ଦଶପଲ୍ଲା ପୋଲିସ ଜଣେ ଯୁବକକୁ ଆଜି କୋର୍ଟ ଚାଲାଣ କରିଥିବା ପୋଲିସ୍ ସୂତ୍ରରୁ ପ୍ରକାଶ। ଯୁବକ ଜଣକ ବୌଦ୍ଧ ଜିଲ୍ଲା ତଲଗାଁ ବରମୁଣ୍ଡା ଅଂଚଳର ସୁରେନ୍ଦ୍ର ଜାନୀ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ, ସୁରେନ୍ଦ୍ରଙ୍କୁ ବୌଦ୍ଧ ଅଞ୍ଚଳରୁ  ପୋଲିସ ଠାବ କରିଥିଲା।

Post a Comment

0 Comments