ନୂଆଗାଁ ଜାତୀୟରାଜପଥ ୫୭ ପଞ୍ଚୁପାଣ୍ଡବ ନିକଟରେ ଦୃଘଟଣା ୨ ଜଣ ଗୁରୁତର ।ମିଳିଥିବା ସୂଚନା ମୁତବକ ଆଜି ସନ୍ଧ୍ୟାରେ ପଞ୍ଚୁପାଣ୍ଡବ ମନ୍ଦିରନିକଟରେ ଦୃଘଟଣା ଏହି ଦୃଘଟଣା ରେ ଡମାହାଣ୍ଡି ଗ୍ରାମର ବିଭୁପ୍ରସାଦ ପତି ଓ ଆନନ୍ଦ ମଙ୍ଗଳ ଗୁରୁତର ଅବସ୍ଥାରେ ମହିପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଛି । ଘଟନା ସୂତ୍ରରୁ ଜଣାପଡେ ସେ ଦୁଇ ବାଇକ ଆରୋହି ନୟାଗଡରୁ ଦଶପଲ୍ଲା ଅଭିମୁଖେ ଯାଉଥିବା ସମୟରେ ଭାରଶ୍ୟାମ ହରାଇ ବାଇକ ଟି ଦୃଘଟଣା ଘଟିଥିଲା । ଘଟନା ସ୍ଥଳରେ ନୂଆଗାଁ ଅଗ୍ନିସମବାହିନି ପହଞ୍ଚି ଦୁଇ ବାଇକଆରୋହିଙ୍କୁ ମହିପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳୁଛି ।ନୂଆଗାଁ ପୋଲିସ ଘଟଣା ସ୍ଥଳରେ ପହଂଚି ବାଇକୁ ଜବତ କରି ନୂଆଗାଁ ଥାନାକୁ ଅଣାଯାଇଛି.
0 Comments