ନୂଆଗାଁ ପ୍ରିମିୟଲିଗ 2023. ଦ୍ୱିତୀୟ ଦିନ କ୍ରିକେଟ ପ୍ରତିଯୋଗିତାରେ ରାମେଶ୍ୱରମ ସୁପର ମାର୍କେଟ ସହିତ ପଞ୍ଚସଖା କୃଷବ କ୍ଲବ ସହିତ ମ୍ୟାଚଅନୁଷ୍ଠିତ ହୋଇଛି . ରାମେଶ୍ୱର ସୁପର ମାର୍କେଟ ଟିମ ଟଚ ଜିତି ଫିଲଡିଂ କରିବା ପାଇଁ ନିଷ୍ପତି ନେଇଥିଲେ.
ପ୍ରଥମେ ପଞ୍ଚଶଖା କୃଷବ କ୍ଲବ ବ୍ୟାଟିଂ ଆରମ୍ଭ କରିଥଲା. କ୍ରିକେଟ ପ୍ରତିଯୋଗିତାର ସ୍କୋର ତାଳେ ଦିଆଯାଇଥିବା ଲିଙ୍କ ମାଧ୍ୟମରେ ପାଇପାରିବେ
.https://cricheroes.in/scorecard/6316030/NPL-2023/Panchasakha-Krusaka-Club-vs-Rameswar-Super-Market
0 Comments