ନୟାଗଡ଼ ଜିଲ୍ଲା ଭୀରୁଡ଼ା ଗ୍ରାମର ମୁଖ୍ୟ ରାସ୍ତାରେ ବିରାଟ ଆମ୍ବ ଗଛ ପଡ଼ି ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହୋଇଥିଲା. ଆଜି ଅପରାହ୍ନ ସମୟରେ ହଠାତ କାଳବୈଶାଖୀ ରେ ପ୍ରବଳ ପବନ ସହିତ ବର୍ଷା ହୋଇଥିଲା.ପବନର ବେଗ ଏତେତିବ୍ର ଥିଲାଯେ ଏକ ବିରାଟ ଆମ୍ବ ଗଛ ଭୀରୁଡ଼ା ଗ୍ରାମର ମୁଖ୍ୟ ରାସ୍ତା ଉପରେ ପଡିଯାଇଥିଲା। ସ୍ଥାନୀୟ ଜନସାଧାରଣ ନୟାଗଡ଼ ଦମକଳ ବହିନକୁ ଜଣାଇବା ପରେ ସେମାନେ ଆସି କଟର ମଧ୍ୟରେ ଗଛ ର ଡାଳକୁ କାଟିଥିଲେ. କିନ୍ତୁ ଆମ୍ବ ଗଛଟି ବିରାଟ କାୟ ହୋଇଥିବାରୁ ବହୁସମୟ ଲାଗିଥିଲା. ଗଛର ଗଣ୍ଡିକୁ ଏକ ଜେସିବି ମାଧ୍ୟମରେ ରାସ୍ତାରୁ ହଟାଯାଇ ଯାଇଥିବାର ସୂଚନା ମିଳିଛି।
0 Comments