ନୟାଗଡ଼ ଜିଲ୍ଲା ନୂଆଗାଁ ସଦର ମହକକୁମାରେ ଥିବା ହାଟ ପଡିଆରେ ନୂଆଗାଁ ସେବା ସମବାୟ ସମିତି ପରିସରରେ
ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ .
ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ୫ ନମ୍ବର ଜୋନ ନିର୍ଦେଶକ ,ନୂଆଗାଁ ବ୍ଲକ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ସମାଜ
ସେବି ସଂକର୍ଷଣ ବେହେରା ,ନୂଆଗାଁ ସେବାସମବାୟ ଶାଖାର ସଭାପତି ପାନୁଚରଣ ଖଣ୍ଡୁଆଳ ,ମହୀପୁର ସମବାୟ
ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀଯୁକ୍ତ ସରୋଜ ସାହାଣୀ, | |ପ୍ରଥମେ ସେବା ସମବାୟ ସମିତି ର କିଛି ଆଦର୍ଶ କୃଷକ
ମାନଙ୍କୁ ସମ୍ବୋର୍ଧନ କରାଯାଇଥିବା ବେଳେ ପରବର୍ତୀ ସମୟରେ ଏହି ସଚେତନତା କାର୍ଯ୍ୟକ୍ରମ ର ମୁଖ୍ୟ ଲକ୍ଷ କଣ
ତାହା ଉପରେ ଆଲୋଚନା କରାଯାଇଥିଲା | | ମହୀପୁର କେନ୍ଦ୍ର ସମବାୟ ବ୍ୟାଙ୍କ ର ଶାଖା ପରିଚାଳକ ଶ୍ରୀ ସାହାଣୀ
କୃଷକ ମାନଙ୍କୁ ବ୍ୟାଙ୍କ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇଦିଆଯିବ ବୋଲି ପ୍ରତିକ୍ରିୟା ଦେଇଥିଲେ |
ସମବାୟ ବିଭାଗ ତରଫରୁ ଏକ ଲକ୍ଷ ପର୍ଯ୍ୟନ୍ତ କୃଷି ଋଣ ବିନା ସୁଧ ରେ ସୋଷାଇଟି ମାଧ୍ୟମରେ ଦିଆଜୀବ ।ତତ
ସହିତ କୃଷି ଯାନ୍ତ୍ରିକ ଉପକରଣ ମଧ୍ୟ ସୋଳ୍ପ ସୁଧାରେ ଚାଷୀମାନଙ୍କୁ ଯୋଗାଇଦିଆ ଜୀବ ସହିତ ସ୍ୱାୟମ୍ସୟିକା
ଗୋସ୍ଥିମାନଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ବୀନା ସୁଧାରେ ରୁଣ ଯୋଗାଇ ଦେବା ପାଇଁ ସମସ୍ତ ଉପସ୍ଥିତ
ସଦସ୍ଯଙ୍କୁ ସଚେତନ କରଯାଇଥିଲା ।
0 Comments