ନୂଆଗାଁ ବ୍ଲକର ବିଭିର୍ଣ୍ଣ ଶିକ୍ଷା ଅନୁଷ୍ଠାନରେ ଉତ୍କଳ ଦିବସ



 


ନୂଆଗାଁ ବ୍ଲକର ବିଭିର୍ଣ୍ଣ ଶିକ୍ଷା ଅନୁଷ୍ଠାନରେ ଉତ୍କଳ ଦିବସ ପାଳନ ହୋଇଯାଇଛି । । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ  ସମ୍ମାନ ଜଣାଉଛି।

ଆସନ୍ତୁ ଓଡ଼ିଆ ଜାତିର ଅସ୍ମିତା ଓ ସ୍ଵାଭିମାନକୁ ବଜାୟ ରଖି ଏକ ନୂଆ ଓଡ଼ିଶା, ଉଚ୍ଚାକାଂକ୍ଷୀ ଓଡ଼ିଶା ଗଠନ ଦିଗରେ ସଙ୍କଳ୍ପବଦ୍ଧ ହୋଇ ଆଗକୁ ବଢିବା । ନୂଆଗାଁ ବ୍ଲକ ବିଭିର୍ଣ୍ଣ ଶିକ୍ଷାନୁଷ୍ଠାନ ମଧ୍ୟରେ ପାଳନ ହୋଇଯାଇଛି ଉତ୍କଳ ଦିବଶ ।
ନୂଆଗାଁ କମ୍ପୁଟର ଶିକ୍ଷାନୁ ସ୍ଥାନ କେନସଫ୍ଟ ମଧ୍ୟରେ ଉତ୍କଳ ଦିବସ ମହା ଆଡମ୍ବରରେ ପାଳନ ହୋଇଥିଲା । ଅଧ୍ୟାପକ ,ଆମନୂଆଗାଁ ୨୪ ,ପ୍ରତୀକ୍ଷା ୱେବ ମିଡିଆର ମୁଖ୍ୟ ଯୋଗ ଦେଇ ପିଲାଙ୍କୁ ଉତ୍କଳ ଦିବସର ଆଭିମୁଖ୍ଯ ପିଲାଙ୍କୁ ବୁଝାଇଥିଲେ ।


Post a Comment

0 Comments