ବାଲ୍ ଆଧାର' ଅଭିଯାନର ଶୁଭାରମ୍ଭ

 ଆଜି ଠାରୁ ଓଡ଼ିଶା ରାଜ୍ୟରେ ଶିଶୁ ଜନ୍ମ ପରେ ଆଧାର ସଂଯୁକ୍ତ ଜନ୍ମ ପ୍ରମାଣପତ୍ର ଉପଲବ୍ଧ କରାଇବା ପାଇଁ 'ବାଲ୍ ଆଧାର' ଅଭିଯାନର ଶୁଭାରମ୍ଭ କରାଯାଇଛି। ଆଧାର କାର୍ଡ ଦ୍ଵାରା ସରକାରୀ ସେବା ପାଇବା ସହଜ ହୁଏ।


Post a Comment

0 Comments