ରାଜ୍ୟସ୍ତରୀୟ_ଶ୍ରେଷ୍ଠ_ଶିକ୍ଷକ_ସମ୍ମାନ_ପାଇବେ_ବାଲାରସେନ_ପାତ୍ର

 


ନୟାଗଡ଼ ଜିଲ୍ଲା ଦଶପଲ୍ଲା ଘୋଳାହାଣ୍ଡି ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ବାଲାରସେନ ପାତ୍ର ଏପ୍ରିଲ୍ ୧ ତାରିଖ ତଥା ପବିତ୍ର ଉତ୍କଳ ଦିବସରେ ରାଜ୍ୟ ସ୍ତରୀୟ ଶ୍ରେଷ୍ଠ ଶିକ୍ଷକ ସମ୍ମାନ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ବାବଦକୁ ୨୫ ହଜାର ଟଙ୍କାର ପୁରସ୍କାର ରାଶି ମଧ୍ୟ ସେ ପାଇବେ। ଏହି ଅବସରରେ ଶିକ୍ଷକ ଶ୍ରୀଯୁକ୍ତ ପାତ୍ରଙ୍କୁ 'ନୟାଗଡ଼ ନିୟୁଜ୍' ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା।

Post a Comment

0 Comments