ନୂଆଗାଁ ବ୍ଲକ ପାରାଢିପ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରଗଡ଼ିସାହି ଠାରେ ବିରାଜିତ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ପବିତ୍ର ରାମ ନବମୀ । ଆଜି ଏହି ପବିତ୍ର ଦିବସରେ ପରାଢିପି ଗ୍ରାମ ପାଞ୍ଚାୟତ ର ସମସ୍ତ ଜନସାଧାରଣ ଉପସ୍ଥିତ ରହିଥିଲେ । ଆଜିର ଏହି ମହାନ ଦିବସରେ ବିଧାୟକ ଦଶପଲ୍ଲା ଯୋଗ ଦେବା ସହିତ ଠାକୁର ଦର୍ଶନ କରିବା ସହ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଗଦେଲେ ବିଧାୟକ ରମେଶ ଚନ୍ଦ୍ର ବେହେରା ତତ ସହିତ ଯୁବ ସମାଜ ସେବି ଶଙ୍କରଶଣ ବେହେରା ,ସ୍ଥାନୀୟ ସରପଞ୍ଚ ସମେତ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ ।
0 Comments