ନୂଆଗାଁ ବ୍ଳକ୍ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟଳୟ ପକ୍ଷରୁ ବଡ ନିସ୍ପତି । ନୋଟିକ ୟୂଡାଇସ୍+ ରେ ତଥ୍ୟ ପଞ୍ଜୀକରଣ ହୋଇନଥିବାରୁ ପ୍ରଧାନ ଶିକ୍ଷକ ଓ ସିଆର ସିସି ମାନଙ୍କର ଦରମା ବନ୍ଦ କରିଦିଆଯାଇଛି ପାତ୍ର ନ ୬୭୦ ତା ୩୦ /୦୩ /୨୦୨୩ ଉଲେଖ କରାଯାଇଛି । ଆଜି ବ୍ଳକ୍ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟ ଲୟରେ ଏକ ସଭାର ଆୟୋଜନ କରାଯାଇଥିବା ଅଥିରେ ସମସ୍ତ ସ୍କୁଲ ପ୍ରଧାନ ଶିକ୍ଷକ ଓ ସିଆରସିସି ଙ୍କୁ ଉପସ୍ଥିତ ରହିବା ପାଇଁ କୁହା ଯାଇଥିଲା କିନ୍ତୁ ସମ୍ପାଡା ଯୁଜିଏମୀ ନରେନ୍ଦ୍ର କୁମାର ବେହେରା, ଭରତ ନୋଡାଲ୍ ୟୁପିଏସ୍,କୋରଡା ପାବନା ନୟାକ, S.R. ନୋଡାଲ୍ ୟୁପିଏସ୍, ବନ୍ତଳା ,ବୀରକିଶ୍ଵର ବଳବନ୍ତ ସିଂହ , ବାପୁଜୀ PS ସୁରଶ ଚନ୍ଦ୍ର ପ୍ରଧାନ । ଏ ସମସ୍ତ ସ୍କୁଲରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଓ ସିଆର ସିସି ଅନୁପଠିତ ଥିବାରୁ ସେମଙ୍କର ଦରମା ବନ୍ଦ କରିଦିଆଯାଇଛି । କିନ୍ତୁ ଏହି ଅଭିଯୋଗ କୁ ଖଣ୍ଡନ କରି ସେମାନେ କୁହନ୍ତି ବିଦ୍ୟାଳୟର ମୌଳିକ ସୁବିଧା ପାନୀୟ ଜଳ, ପାଚେରୀ, ବିଦ୍ୟୁତ୍ ଖେଳ ପଡିଆ ପାଠାଗାର ,ଭଗ୍ନ କୋଠାଘର ଆଦି ର ସୁବିଧା ଯେଉଁଠି ଉପଲବ୍ଧ ନଥିଲେ ସୁଦ୍ଧା ୟୂଡାଇସ୍+ ରେ ପ୍ରଧାନ ଶିକ୍ଷକ ମାନେ NO ପକେଇ ଥିବାରୁ ପ୍ରଧାନ ଶିକ୍ଷକ ଓ ସିଆର ସିସି ମାନଙ୍କର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି | ଆଶ୍ଚର୍ଯ୍ୟ ର କଥା ସଠିକ୍ ତଥ୍ୟ ଦେଲେ ଦରମା ବନ୍ଦ ର ବିଚିତ୍ର ନିର୍ଦ୍ଦେଶ ଦିଆଯାଇଛି |
0 Comments