ଏଣିକି କିନ୍ନରମାନେ ମଧ୍ୟ ସରକାରୀ ଚାକିରି ପାଇଁ ଆବେଦନ କରିପାରିବେ, ସରକାର ଲାଗୁ କଲେ ନୂଆ ନିୟମ l




👉🏿ପୂର୍ବରୁ ସରକାରୀ ଚାକିରି କେବଳ ପୁରୁଷ ଓ ମହିଳା ଶ୍ରେଣୀଙ୍କ ପାଇଁ ଉପଲବ୍ଧ ରହିଥିଲା ।

👉🏿 ଏଣିକି ଟ୍ରାନ୍ସଜେଣ୍ଡରମାନେ ମଧ୍ୟ ଚାକିରି କ୍ଷେତ୍ରରେ ଏହି ସୁବିଧା ପାଇ ପାରିବେ ।

👉🏿ସୂଚନା ମୁତାବକ, ନିକଟରେ ମଧ୍ୟପ୍ରଦେଶ ସରକାର ଏପରି ଏକ ନୂଆ ନିୟମ କଲେ ଲାଗୁ  ।

Post a Comment

0 Comments