ଏଣିକି ITI-ପଲିଟେକନିକ ପାସ୍ ଆଉଟ୍ ବି କରି ପାରିବେ ଆବେଦନ lଅବିବାହିତ ପୁରୁଷ ଆଶାୟୀମାନେ ୨୦୨୩-୨୪ ପାଇଁ ଅଧିକାରିକ ଓ୍ଵେବସାଇଟ୍ joinindianarmy.nic.in କୁ ଯାଇ ଅନଲାଇନ ଜରିଆରେ ଆବେଦନ କରି ପାରିବେ। ଅନଲାଇନ୍ ଆବେଦନର ଶେଷ ତାରିଖ ୨୦୨୩ ମାର୍ଚ୍ଚ ୧୫ ରହିଥିବା ବେଳେ ପରୀକ୍ଷା ୨୦୨୩ ଏପ୍ରିଲ ୧୭ ସମୟ ନିର୍ଦ୍ଧାରିତ କରାଯାଇଛି।
0 Comments