ଫୁଲବାଣୀ ଜିଲ୍ଲା ର ଖଜୁରିପଡା ବ୍ଳକ ର ଉପାନ୍ତ ଅଞ୍ଚଳରେ ‌ ସଂଗଠନ ର କର୍ମ କର୍ତ୍ତା ଙ୍କ ସଚେତନତା କାର୍ଯ୍ୟକ୍ରମ

 


ଫୁଲବାଣୀ ଜିଲ୍ଲା ର ଖଜୁରିପଡା ବ୍ଳକ ର ଉପାନ୍ତ ଅଞ୍ଚଳରେ ବିଭିନ୍ନ ସଂଗଠନ ପକ୍ଷରୁ ଗାଁ କୁ ଗାଁ ‌ବୁଲି ଲୋକଙ୍କ ସମସ୍ୟା ‌ ବିଷୟରେ ଅବଗତ ହୋଇଥିଲେ ସମାଜ ସେବୀ ମାନେ

 ଫୁଲବାଣୀ ଜିଲ୍ଲା ର ଖଜୁରିପଡା ବ୍ଳକ ଅନ୍ତର୍ଗତ ବିଲାବାଡି ଘାଟି ଉପରେ ଅବସ୍ଥିତ ଏହି ସବୁ ଗାଁ ଗୁଡିକ‌ ‌ଅନେକ ଗାଁ କୁ ପାଦ ଚଲା ରାସ୍ତା ଟିଏ ବି ନାହିଁ ଆଜି ପର୍ଯ୍ୟନ୍ତ ‌ବିଜୁଳି ‌ନାହି ଅନ୍ଗନବାଡି‌ ଟିଏ ନାହିଁ ବିଦ୍ୟାଳୟ ‌ନାହି ପାନୀୟ ଜଳର ଉତ୍କଟ ଅଭାବ ପଞ୍ଚାୟତ କୁ ଯୋଗ ଯୋଗ କରୁଥିବା ସମସ୍ତ ଗାଁ ଗୁଡିକୁ ରାସ୍ତା ଟିଏ ନାହିଁ ରୋଗୀଟିଏ‌ ଫୁଲବାଣୀ ମେଡିକାଲ କୁ‌ ଆଣି ବାକୁ ହେଲେ ଆମ୍ବୁଲାନ୍ସ ଯିବା ସମ୍ଭବ ପର ନୂହେ ଯେହେତୁ ‌ରାସ୍ତା‌ ନାହିଁ ପଞ୍ଚାୟତ ର ନଅ ‌ଟି ଗାଁ କୁ ପାଦ ଚଲା ରାସ୍ତା ଟିଏ ନାହିଁ କୋୖଣସି ସରକାରୀ ଅଧିକାରୀଙ୍କୁ ଦେଖିବାକୁ ମିଳେ ନାହିଁ ‌ଏହି ବଣ ଜଙ୍ଗଲ ଘେରା ପଞ୍ଚାୟତ ରେ ଲୋକ ମାନେ ନିଜର ଗୁହାରି ଜଣାଇ କହିଲେ ଆମେ ମାନେ ରାସ୍ତା ଅବରୋଧ ଆନ୍ଦୋଳନ ‌ଅନେକ କିଛି ଆପତ୍ତି ଅଭିଯୋଗ କରି କରି ପ୍ରଶାସନ ‌ପାଖରେ‌ ନୟାନ୍ତ ହୋଇ ଗଲୁଣି ‌କେହି‌ ଆମର ଗୁହାରି ଶୁଣୁ ‌ନାହାନ୍ତି କୂଷି ‌ଓ ଜଳ ସେଚନ ର ସୁବିଧା ନାହିଁ ଯାହା ଫଳରେ ଚାଷ ବାସ ହୋଇ ପାରୁ ନାହିଁ ଆଜି ବି ଅବହେଳିତ ହୋଇ ରହିଛି ‌ଏହି ବଣ ଜଙ୍ଗଲ ଘେରା ଦୁର୍ଗମ ପାହାଡିଆ ଅଞ୍ଚଳ ଲୋକ ମାନଙ୍କ ଅଭିଯୋଗ କୁ ପ୍ରଶାସନ ‌ପାଖରେ‌ ‌ନିଶ୍ଚୟ ଜଣାଇବେ ଓ ତାହାର ‌‌ସମାଧାନ ଦିଗରେ‌ ଚେଷ୍ଟା କରିଵେ ବୋଲି‌ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ ସଂଗଠନ ର ମୁଖ୍ୟ ମାନେ 

ଏହି କାର୍ଯ୍ୟକ୍ରମ ରେ salunki ର ସମ୍ପାଦକ ଅଶୋକ ପ୍ରଧାନ ଓ ସ


ଭାପତି ଶ୍ରୀମତୀ ଜୟଶ୍ରୀ ପ୍ରଧାନ ଆଶର୍ଟ ର ମୁଖ୍ୟ ମହମ୍ମଦ ଜିଆ ଉଦୀନ୍ ଅହମଦ୍ ମେନ୍ ର ଶ୍ରୀମତୀ ସଞୁକ୍ତା ନାୟକ ‌ ସଞ୍ଚିତ ଘଟାଲ ଲୋକ‌ମନ୍ଚ ର ମୁଦୁଲି ବାବୁ ଓ ଅନ୍ୟାନ୍ୟ ସଂଗଠନ ର ମୁଖ୍ୟ ମାନେ ଯାଇଥିଲେ

ସଂଗଠନ ତରଫରୁ ‌ଲୋକ ମାନଙ୍କୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ଏବଂ ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧି ମଧ୍ୟରେ ଆଲୋଚନା କରି‌ ଯାହା ସବୁ ସମସ୍ୟା ଅଛି ସମାଧାନ କରିବାକୁ ଲୋକ ପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଥିଲେ ‌ଶେଷରେ ସ୍ଥାନୀୟ ଯୁବକ ସଂଘ ର କର୍ମ କର୍ତ୍ତା ‌ଚିକୁ ନାୟକ ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ

Post a Comment

0 Comments