-ଯାଜପୁର: ଚଣ୍ଡିଖୋଲ ନେଉଳପୁରରେ ସଡ଼କ ଦୁର୍ଘଟଣାରେ ୭ ମୃତ
-ନେଉଳପୁରସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ନିକଟ NH-16ରେ ଦୁର୍ଘଟଣା
-ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଧକ୍କା ଦେଲା କୋଲକାତା ପଟୁ ଆସୁଥିବା ଏକ ଟ୍ରକ୍ .-ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି
-ଦୁର୍ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି
0 Comments