ଆରମ୍ଭ ହେଲା ୧ମ ରାଜ୍ୟସ୍ତରୀୟ ସଚେତନଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ "ଚମକ - ୨୦୨୩"


 ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ, ଶ୍ରୀ ଶ୍ରୀ ମହାବୀର ଜୀଉଙ୍କ ମନ୍ଦିର ଠାରୁ ଗାନ୍ଧି ମୈଦାନ ପର୍ଯ୍ୟନ୍ତ, "ଆମ ନୟାଗଡ଼" ଓ "ଚମକ" କମିଟି ତରଫରୁ ଆୟୋଜିତ; ୧ମ ରାଜ୍ୟସ୍ତରୀୟ ସଚେତନଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ "ଚମକ - ୨୦୨୩" ର ଏକ ବିଶାଳ ସଚେତନ ଶୋଭାଯାତ୍ରା କାର୍ଯ୍ୟକ୍ରମ ଏବଂ ଗାନ୍ଧି ମୈଦାନ ଠାରେ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ "ଚମକ - ୨୦୨୩" ର ପ୍ରଥମ ସନ୍ଧ୍ୟାରେ, ସମ୍ମାନିତ ଅତିଥି ଭାବରେ, ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା, #ଶ୍ରୀମତୀ ସୁନନ୍ଦା ସାହୁ ମହୋଦୟା, ଯୋଗଦେବା ଅବସରରେ।

Post a Comment

0 Comments