ନୂଆ ରୂପ ନେବାକୁ ଯାଉଛି ବିଜୁ ବାବୁଙ୍କ ‘ଡାକୋଟା’ ବିମାନ।



ଏଥିପାଇଁ ଜୋରସୋର ଚାଲିଛି କାମ।
ଡାକୋଟାର ମରାମତି ସହ ରଙ୍ଗ ଦିଆ କାମ କରାଯାଉଛି।
 ଆସନ୍ତା ମାର୍ଚ୍ଚ ୫ ତାରିଖ ପୂର୍ବରୁ ଡାକୋଟାକୁ ସମ୍ପୂର୍ଣ୍ଣ ଭାବେ ପ୍ରଦର୍ଶନ ନିମନ୍ତେ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛି।
ଆସନ୍ତା ସୋମବାର ସୁଦ୍ଧା ଡାକୋଟାର ଫ୍ୟୁଜିଲାଜ ଲଗାଯିବ ଏବଂ ଏହା ପରେ ଇଞ୍ଜିନ ଓ ୱିଙ୍ଗସ ଲଗାଯିବ।

Post a Comment

0 Comments