୧-ଏଣିକି ସରକାରୀ ସ୍କୁଲ ପିଲାଙ୍କୁ ଦିଆଯିବ ନୋଟ ବୁକ, ହୋମୱର୍କ ଓ ଶିକ୍ଷକମାନେ କଣ ପାଠ ପଢାଉଛନ୍ତି ସେ ନେଇ ନୋଟ ବୁକରେ ଉଲ୍ଲେଖ ରହିବ।
୨-ଦେଢ଼କୋଟିରେ ବିକାଶ ହେବ ଗୁପ୍ତେଶ୍ବର ମନ୍ଦିର ଭିତ୍ତିଭୂମି-ମୁଖ୍ୟଶାସନ ସଚିବ।
୩-ଭୁବନେଶ୍ୱର:ଜାପାନୀ ଜ୍ବର (ଜାପାନିଜ୍ ଏନ୍ସେଫାଲାଇଟ୍ସ),୧୦ ବର୍ଷରେ ୭୭୧ ସଂକ୍ରମିତ, ୪୪ ମୃତ।
୪-ଆସନ୍ତା ୫ ତାରିଖ ବିଜୁବାବୁଙ୍କ ଜୟନ୍ତୀରେ ଡାକୋଟାର ଉଦଘାଟନ କରିପାରନ୍ତି ମୁଖ୍ୟମନ୍ତ୍ରୀ, ସୋମବାର ସୁଦ୍ଧା ଫ୍ୟୁଜଲେସ୍ ଲଗାଯିବ।
୫-କିଟ୍ ବିଶ୍ୱବିଦ୍ୟାଳୟରେ ଦ୍ବିତୀୟ ଓ୍ବାର୍ଲଡ୍ ଲିଡରସିପ୍ କନଭେନସନ୍ ଅନୁଷ୍ଠିତ।
୬-ଓଡ଼ିଶାର ଅଭିବୃଦ୍ଧି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଏସଏଲ ପ୍ରତିଷ୍ଠାତା ମହିମାନନ୍ଦ ମିଶ୍ରଙ୍କୁ ମିଳିଲା ‘ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ୨୦୨୩’।
୭-ଲିଭର ଦେବା ପାଇଁ ମିଳୁ ନାହାନ୍ତି ଡୋନର, ଦିଲ୍ଲୀରୁ ହାଇଦ୍ରାବାଦ ଗଲେ ପିଣ୍ଟୁ ନନ୍ଦ।
୮-ଆନ୍ଦୋଳନରେ ୬୬୨ କଲେଜ ସଂଘ ଅଧ୍ୟାପକ,୨୭ରେ ପୁଣି ସମାବେଶ; ବଢ଼ିଲା+୨ପରୀକ୍ଷା ଚିନ୍ତା।
୯-ଖୋଲିବ ହନିଟ୍ରାପ୍ର ଗୁମର : ଆଇଟିଆର୍ ବରିଷ୍ଠ ଅଧିକାରୀଙ୍କୁ ଗିରଫ ପରେ ୪ ଦିନ ରିମାଣ୍ଡରେ ନେବ ବାଲେଶ୍ୱର ପୋଲିସ।
୧୦-କପିଳେଶ୍ୱରଙ୍କ ନୀତିକାନ୍ତି ବିଭ୍ରାଟ ହୋଇଛି, ଚଳିତ ବର୍ଷ ବି ପ୍ରଭୁ ଲିଙ୍ଗରାଜଙ୍କ ହେବନାହିଁ ହାଣ୍ଡିଭଙ୍ଗା ନୀତି।
୧୧-ଜୋର୍ ଧରିଲା ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ମାନ୍ୟତା ଦାବି।
୧୨-ଭଞ୍ଜନଗର:ଭିନ୍ନ ମୋଡ଼ ନେଲା ବୋହୂ ଟିନାରାଣି ଶ୍ୱଶୁର ଘରକୁ ଯିବା ଘଟଣା, ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ପୋଲିସ ଫୋର୍ସ ମୁତୟନ।
୧୩-ବଲାଙ୍ଗିର ଜିଲ୍ଲା ମୁରିବାହାଲ ଗାଁ :ବରଯାତ୍ରୀ ନାଚରୁ ମହାଭାରତ; ମଙ୍ଗୁଳା କନ୍ୟା ମଥାରେ ଲାଗିଲାନି ସିନ୍ଦୂର,ବାହାଘର ବାତିଲ।
୧୪-କୋରାପୁଟକୁ ଗଡିବ କେସିଆରଙ୍କ ବସ: ଦକ୍ଷିଣ ଓଡିଶାରେ ଗୋଟି ଚଳାଇଲା ବିଆରଏସ୍!
୧୫-ଭୁବନେଶ୍ୱର: ନିଳାଦ୍ରୀ ବିହାରରେ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟିତ।
୧୬-କାଙ୍ଗାଳ ପାକିସ୍ତାନକୁ ୭୦କୋଟି ବିଲିୟନ ଡଲାର ଋଣ ଦେଲା ଚୀନ, ଆମେରିକା କହିଲା ଭାରତର ପଡୋଶୀ ଦେଶଙ୍କୁ ଋଣ ଦେଇ ଖେଳ ଖେଳୁଛି ବେଂଜି।
୧୭-ସରିଯାଉଛି ସମୟ,EPFOରେ ଉଚ୍ଚ ପେନସନ୍ ପାଇଁ କରନ୍ତୁ ଆବେଦନ।
୧୮-ରାଜନୀତିରୁ ସନ୍ୟାସ ନେବାକୁ ଇସାରା ଦେଲେ ସୋନିଆ ଗାନ୍ଧୀ, ରାୟପୁର ମହାଧିବେଶନରେ ବୟାନକୁ ନେଇ ବଢୁଛି ଚର୍ଚ୍ଚା।
୧୯-ମହିଳା T20 ବିଶ୍ବକପ୍ ଫାଇନାଲ ଆଜି, ଅଷ୍ଟ୍ରେଲିଆକୁ ରୋକିବା ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା।
0 Comments