ଏଣିକି ସରକାରୀ ବିଶ୍ୱବିଦ୍ୟାଳୟରେ ଖୋଲିବ Artificial Intelligence ସେଣ୍ଟର

 


ଏଣିକି ସରକାରୀ ବିଶ୍ୱବିଦ୍ୟାଳୟରେ ଖୋଲିବ Artificial Intelligence ସେଣ୍ଟର! ଉଚ୍ଚଶିକ୍ଷା ବିଭାଗକୁ ପ୍ରସ୍ତାବ ଦେଲା IIT BBSR l
ସ୍ନାତକ ଡିଗ୍ରୀଧାରୀ ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ଦିଆଯାଇ ରୋଜଗାରକ୍ଷମ ଓ ସ୍ୱାବଲମ୍ବୀ କରିହେବ l
ଏଥିସହିତ ସ୍କୁଲ ପିଲାଙ୍କୁ ହୋମୱାର୍କ କରିବା ପାଇଁ ନୋଟ୍ ବୁକ୍ ପ୍ରଦାନ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଦେଲେ ସୂଚନା ।

Post a Comment

0 Comments