ଡ଼ିମିରିପଲ୍ଲୀ ହାଇସ୍କୁଲ ରେ 67ତମ ବାର୍ଷିକ ଉତ୍ସବ

 ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଗୁମି ଗ୍ରାମପଞ୍ଚାୟତ ର ଡ଼ିମିରିପଲ୍ଲୀ ହାଇସ୍କୁଲ ରେ 67ତମ ବାର୍ଷିକ ଉତ୍ସବ ହୋଇଯାଇଛି.


ମୁଖ୍ୟ ଅତିଥି ରୂପେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଥିବାବେଳେ ସନମାନିତ ଅତିଥି ରୂପେ ନୂଆଗାଁ ବ୍ଲକ ଅଧକ୍ଷ୍ୟା ଙ୍କର ପ୍ରତିନିଧି ସଂକର୍ଷଣ ବେହେରା, ଉପାଧ୍ୟାକ୍ଷ୍ୟ ପର୍ଶୁରାମ ସ୍ୱାଇଁ, DWD ନୟାଗଡ଼,17ନମ୍ବର ଜିଲ୍ଲାପରିଷଦ ପ୍ରତିନିଧି ଦିଲୀପ ଦଳବେହେରା, ସରପଞ୍ଚ ଗୁମି ବବ୍ରୁ ମହାରଣା, ସମିତି ସଭ୍ୟ ସଂଜୀବ କୁମାର ଡାକୁଆ ,ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ସହୂ,ଯୋଗଦେଇଥିଲେ l ସ୍କୁଲ ରେ ଯାହା ସମସ୍ୟା ଅଛି ଖୁବ ଶୀଘ୍ର ଦୂରହେବାସହ ଏବେ 5T କାମ ଚାଲିଛି, ଖୁବଶୀଘ୍ର ଡ଼ିମିରିପଲ୍ଲୀ ସ୍କୁଲ ସବୁଠାରୁ ସୁନ୍ଦର ହାଇସ୍କୁଲ ହେବ ବୋଲି ବିଧାୟକ କହିଥିଲେ l ତାସହିତ ସ୍କୁଲ ରେ ପିଲାମାନେ ଶିଖିଥିବା ଅନେକ ନୃତ୍ୟ ଗୀତ କାର୍ଯ୍ୟକ୍ରମ କରାଯାଇଥିଲା l 


Post a Comment

0 Comments