୧୭ ତାରିଖ ମଙ୍ଗଲ ବାର ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ ।

 


ନୂଆଗାଁ ବ୍ଲକ ଚଳିତ ବର୍ଷର ସାଧାରନତନ୍ତ୍ର ଦିବସ ୨୦୨୩ ପାଳନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ ହେବାକୁ ଯାଉଛି । ବ୍ଲକ ପ୍ରଶାସନ ଦେଇଥିବା ସୂଚନା ଅନୁସାରେ ଆସନ୍ତା ୧୭ /୦୧ /୨୦୨୩ ତାରିଖ ମଙ୍ଗଳବାର ଦିନ ଉପରବେଳା ୩ ଘଟିକା ସମୟରେ ନୂଆଗାଁ ପଞ୍ଚାୟତ ସମିତି ସଭା ଗୃହରେ ଅନୁଷ୍ଠିତ ହେବ । ଅଥିରେ ସମସ୍ତ ସରକାରୀ ବେସରକାରୀ ସଭ୍ୟ /ସଭ୍ୟ ବୃନ୍ଦ ଉପସ୍ଥିତ ରହିବେ ।


Post a Comment

0 Comments