ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଚଳିତ ବର୍ଷ ପଣ୍ଚୁପାଣ୍ଡଵ ମୋହୋସ୍ଛବ ଓ ପଲ୍ଲୀଶ୍ରୀ ମେଳା ଫ୍ରେବୃଆରୀ ମାସ ୨ତାରିଖରୁ ୫ ତାରିଖ ମଧ୍ୟରେ ହେବାକୁ ଯାଉଛି . ସେନେଇ ନୂଆଗାଁ ଡ଼ାକବଙ୍ଗଳାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ଆଜିର ବୈଠକରେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରାଂକ ମାହୋସ୍ଛବ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ . ପଞ୍ଚୁପାଣ୍ଡଵ ମହୋତ୍ସବ କୁ ସଫଳତାର ସହକାରେ ଆୟୋଜନ କରିବା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା . ସାଂକୃତିକ କାର୍ଯ୍ୟକ୍ରମ ପାଇଁ ହେବାକୁ ଥିବା ଅଡିସନ ତାରିଖ ମଧ୍ୟ ଆଲୋଚନା କରାଯାଇଥିଲା . ହେବାକୁ ଥିବା ୬ ଗୋଟି ସଂକୃତିକ ବିଭାଗ ଯଥା
(ଝୋଟି ,ଲୋକ ନୃତ୍ୟ ,ସଂଗୀତ ,ନୃତ୍ୟ ,ମ୍ୟୁଜିକ ଚେୟାର ,ହୁଳହୁଳି . )
ଘୋଷଣା ହୋଇଥିବା ତାରିଖ ଏବଂ ସ୍ଥାନ
ତାରିଖ ସ୍ଥାନ ପଂଚାୟତ
୧୭/୦୧/୨୩ ବାହାଡ଼ଝୋଲା ହାଇସ୍କୁଲ ବାହାଡ଼ଝୋଲା ,ହରିପୁର ,ବେରୁହଂବାରି ,କାପତାପଲ୍ଲୀ , ଗୁମି,ଶିଙ୍ଗାରପଲ୍ଲୀ
୧୯/୦୧/୨୩ ଢେକେନ ହାଇସ୍କୁଲ ଢେଂକେନା,ଚାହାଳୀ,ମାଳିସାହି ,ଖଣ୍ଡୁଗାଁ
୨୧/୦୧/୨୩ ମହୀପୁର ନୋଡାଲ ହାଇସ୍କୁଲ ମହୀପୁର , ବଡ଼ଗୋଠ ,ଦୂରଦୁରା ,ଗାତେରୀ ,ପରାଢ଼ୀପି ,
୨୪/୦୭/୨୩ ନୂଆଗାଁ ମହାବିଦ୍ୟାଳୟ ନୂଆଗାଁ ,କୋରଡ ,ଉଦୟପୁର ,ସୋରଡ଼ା ,ସିକ୍ରିଡ଼ା , ମାଈଛେଳି , ଯାକେଡ଼
ପଣ୍ଚୁପାଣ୍ଡଵ ମୋହୋସ୍ଛବ ସାଂକୃତିକ ବିଭାଗ
ଯୋଗାଯୋଗ -ମଦନ ମୋହନ ପ୍ରଧାନ ୯୭୭୭୨୪୦୫୩୯
ଧନେଶ୍ୱର ସାହୁ ୯୯୩୭୪୪୮୧୧୦
0 Comments