ଖବର ଆଜିର

 

*ତାରିଖ ୩୦/୦୧/୨୩, ସୋମବାର*



*୧-ପୁରୁଷ ହକି ବିଶ୍ବକପ: ଜର୍ମାନୀ ଚାମ୍ପିଅନ, ବେଲଜିୟମ ରନର୍ସଅପ।*


*୨-ଭାରତ ମହିଳା ଦଳ ଜିତିଲା ପ୍ରଥମ ଆଇସିସି ୧୯ ବର୍ଷରୁ କମ୍‌ ଟି-୨୦ ବିଶ୍ୱକପ୍‌।*


*୩-ଛାତିରେ ବାଜିଲା ଗୁଳି, ଚିରନିଦ୍ରାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ: ସାରା ଓଡିଶା ସ୍ତବ୍ଧ, ସବୁଠି ଶୋକର ଛାୟା।*


*୪-ବ୍ରଜରାଜନଗରରେ ତଦନ୍ତ ପାଇଁ ପହଞ୍ଚିଲେ କ୍ରାଇମବ୍ରାଞ୍ଚ ଟିମ୍, ଅଭିଯୁକ୍ତ ଏଏସଆଇଙ୍କୁ କରିବ ପଚରାଉଚୁରା।*


*୫-କିସ୍ ଓ କିଟ୍ ର ରୌପ୍ୟ ଜୟନ୍ତୀ ଅବସରରେ ମିନି ମାରାଥନ ଅନୁଷ୍ଠିତ।*


*୬-ବିଧାନସଭା ପରିସରରେ ନବଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି,ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର ହେବ, ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ତିନି ଦିନ ବାତିଲ।*


*୭-ଡାକ ବିଭାଗରେ ନିଯୁକ୍ତି ପାଇବେ ୪୦,୮୮୯ ପ୍ରାର୍ଥୀ; ଓଡିଶାରେ ୧୩୮୨।*


*୮-ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ, ପ୍ରଶାସନର ଅବ୍ୟବସ୍ଥା, ଦୁର୍ଦ୍ଦଶା ଭୋଗୁଛନ୍ତି ଭକ୍ତ।*


*୯-ଗିନିଜ୍ ବୁକ ଅଫ୍ ରେକର୍ଡରେ ବିର୍ସାମୁଣ୍ଡା ଷ୍ଟାଡିୟମ, ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ।*


*୧୦-FIH ପ୍ରେସିଡେଣ୍ଟ ପୁରସ୍କାର; ମିଳିଲା 5ଟି ସଚିବ ଭିକେ ପାଣ୍ଡିଆନଙ୍କୁ।*


*୧୧-ଯୁବକଙ୍କୁ କଚାଡି ଦେଲା ଦନ୍ତା, ଗୁରୁତର ଭାବେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି।*


*୧୨-ପୁରୁଷ ହକି ବିଶ୍ବକପ୍‌: ୩-୧ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି କାଂସ୍ୟ ପଦକ ଜିତିଲା ନେଦରଲାଣ୍ଡ ।* 


*୧୩-ମାଲକାନଗିରି:ତିନି ଫେରାର ଗଞ୍ଜେଇ ଚାଲାଣକାରୀଙ୍କୁ ନୋଟିସ୍, ସମ୍ପତ୍ତି ବାଜ୍ୟାପ୍ତି ସହ ପଳାତକ ଘୋଷଣା।*


*୧୪-ବୋଲରଙ୍କ ସଫଳତା ; ଭାରତ ୨ୟ ଟି-୨୦ ଜିତିଲା।*


*୧୫-୨୦୨୫ରେ ଆମେରିକା -ଚୀନ ଯୁଦ୍ଧ, ପ୍ରସ୍ତୁତ ରହିବାକୁ ଆମେରିକା ବାୟୁସେନାକୁ ନିର୍ଦେଶ।*


. *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

Post a Comment

0 Comments