ବିଜୁ ଜନତା ଦଳ ୨୬ତମ ପ୍ରତିଷ୍ଠା ଦିବସ ଓ ୨୫ବର୍ଷ ସେବା ପୂର୍ତ୍ତି ଉତ୍ସବ ଉପଲକ୍ଷେ ମାନ୍ୟବର ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ୦୩ଗୋଟି ବ୍ଲକ ଓ NAC ରୁ ଗଣିଆ, ବ୍ଲକ ଛକ ଠାରୁ ହଜାର ହଜାର ସଂଖ୍ୟାରେ ମହିଳା, ଯୁବ, ଛାତ୍ର, ଦଳୀୟ କର୍ମକର୍ତ୍ତା ଓ ଜନପ୍ରତିନିଧି ପଦଯାତ୍ରାରେ ଯାଇ ଆୟୋଜିତ ସଭା ରେ ଯୋଗଦେଇ ଥିଲେ.. ଉକ୍ତ ସଭାରେ ୦୩ଗୋଟି ବ୍ଲକର ଅଧ୍ୟକ୍ଷା, ଜିଲ୍ଲାପରିଷଦସଭ୍ୟ, ସମସ୍ତ ଗ୍ରାମପଞ୍ଚାୟତ ର ସରପଞ୍ଚ ଓ ସମିତିସଭ୍ୟ, NAC ର କାଉନସିଲର ଙ୍କ ଉପସ୍ଥିତିରେ କେକ କଟାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା ଉକ୍ତ ସଭାରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଓ କେନ୍ଦ୍ର ସରକାରଙ୍କ ରାଜ୍ୟ ପ୍ରତି ଚରମ ଅବହେଳା ସମ୍ପର୍କରେ ଆଲୋଚନା କରାଯାଇ ବିଜେଡି କୁ ସଶକ୍ତ କରାଯିବା ପାଇଁ ସଂକଳ୍ପ ନିଆଗଲା l
0 Comments