କୋରଡ଼ା ନିକଟରେ ଦୃଘଟଣା ,୧ ଜଣ ଗୁରତର



ନୟାଗଡ଼ ଜିଲ୍ଲା ଜାତୀୟ ରାଜପଥ ୫୭ କୋରଡ଼ା ନିଆକତାରେ ଘଟିଛି ରିଘାତଣା . ଆଜି ମିଳିଥିବା ସୂଚନା ଅନୁସାରେ କୋରଡ଼ା ମହାଖଳା ନିକଟରେ ଏକ ଅଟୋ କୋରଡ ଗ୍ରାମର ମାଧବ ସେଠି ଙ୍କୁ ଧକା ଦେଇଥିଲା . ସେ ରାସ୍ତା ଉପରେ ପଡି ଯାଇଥିଲେ .ତାଙ୍କ ଗୋଡ଼ରେ ଶକ୍ତ ଧକା ଲାଗିଥିଲା .ସେ ଅଟୋଚାଳକ ହେଲେ ପରାଢ଼ୀପୀ ଗ୍ରାମର ରାଧାମୋହନ  ନାୟକ  . ତାଙ୍କୁ ସଂଗେ ସଂଗେ ନୂଆଗାଁ ଅଗ୍ନିଶମ ବାହିନୀ ନୟାଗଡ଼ ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରିଥିଲେ .

Post a Comment

0 Comments