ଓଡ଼ିଶାର ପୂର୍ବତନ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ, ପରିବେଶ ବିତ, ଜଗନ୍ନାଥ ସଂସ୍କୃତି ଗବେଷକ ଚୌଧୁରୀ ଗୌରହରି ମିଶ୍ରଙ୍କ ନିଜସ୍ଵ ପାଠାଗାରରେ ଥିବା ଏକ ହଜାରରୁ ଉର୍ଦ୍ଧ୍ବ ଉପାଦେୟ ପୁସ୍ତକ ପାଞ୍ଚ ଶହରୁ ଉର୍ଦ୍ଧ୍ବ ଗବେଷଣା ପତ୍ର ସହିତ ପାଠାଗାରରେ ଥିବା ୬ଗୋଟି ଆଲମିରା ୧ଗୋଟି ଟେବୁଲ ୨ଗୋଟି କାଷ୍ଠ ନିର୍ମିତ ଚୌକି ମାନକୁ ପୂଜ୍ୟ ଗୌରହରି ବାବୁଙ୍କ ପୁତ୍ର ଶ୍ରୀ ଚନ୍ଦ୍ରକାନ୍ତ ମିଶ୍ରଙ୍କ ପକ୍ଷରୁ ଦାସିଆ ଅଜାଙ୍କ ନାତି ଦୀପକ ପଟ୍ଟନାୟକଙ୍କ ଉପସ୍ଥିତିରେ ଦାସିଆ ଅଜାଙ୍କ ପାଠାଗାର ସଂଗ୍ରହାଳୟକୁ ପ୍ରଦାନ। ଏହି ବଦାନ୍ୟତା ପାଇଁ ପାଠାଗାର ସଂଗ୍ରହାଳୟ ପକ୍ଷରୁ ଓ ସଂସ୍କୃତି ପ୍ରେମୀ ବୁଦ୍ଧିଜୀବି ମାନଙ୍କ ପକ୍ଷରୁ ପୂଜ୍ୟ ଗୌରହରି ମିଶ୍ର ଙ୍କ ପରିବାର ବର୍ଗଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ପ୍ରଦାନ।
0 Comments