ନୂଆଗାଁ ବ୍ଲକ ପରିସରରେ ତୃତୀୟ ସାଧାରଣ ଅଧିବେଶନ ଅନୁଷ୍ଠିତ. ଆବାଶ ଯୋଜନା, ପାନୀୟଜଳ ଯୋଗାଣ, ରାସନକାର୍ଡ କୁ ନେଇ ଆଲୋଚନା ହୋଇଥିଲା. ଆଜିର ଏହି ସାଧାରଣ ଅଧିବେଶନରେ ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ବେହେରା, ଅଧକ୍ଷା ଲଷ୍ମୀପ୍ରିୟା ବେହେରା, ଉପାଧକ୍ଷ ପର୍ଶୁରାମ ସ୍ୱାଇଁ,16,17 ଜିଲ୍ଲା ପରିଷଦ ସଭ୍ୟା, ସମସ୍ତ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ. ତତ ସହିତ ସମସ୍ତ ଲାଇନ୍ସ ବିଭାଗର ଅଧିକରୀ ଉପସ୍ଥିତ ରହିଥିଲେ.
0 Comments