ଜଗନ୍ନାଥପ୍ରସାଦ ହାଇସ୍କୁଲ ମଧ୍ୟରେ ଆୟୁଷ ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ.



ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ହାଇସ୍କୁଲ ମଧ୍ୟରେ ଆୟୁଷ ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି .କିଶୋର ଅବସ୍ଥାରେ କିପରି ଛାତ୍ର ଛାତ୍ରୀ ମାନେ ନିଜର ଯତ୍ନ ନେବେ .ସ୍ୱାସ୍ଥ୍ୟ କୁ ସଠିକ ରଖିପାରିବେ . ଦୈନଦିନ ଜୀବନରେ ସେମାନେ କଣ ଖାଇବେ ,କେମିତି ଶୋଇବେ କଣ କଣ କରିବାକୁ ପଡିବ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା .


ଏହି କାର୍ଯ୍ୟ କ୍ରମରେ ସାଧରଣ ଭାବରେ ୪ ଟି ବିଷୟରେ ପିଲାଙ୍କୁ ଶିକ୍ଷା ଦିଅ ଯାଇଥିଲା . ଆର୍ୟୁରବେଦିକ ଓ ହୋମିଓପାଥିକ ଚିକିତ୍ସା ମାଧ୍ୟମରେ ଛାତ୍ର ଛାତ୍ରୀ କିଭଳି ସୁସ୍ଥ ରହିପାରିବେ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା


. ଜିଲ୍ଲା ସ୍ତରରୁ ଆସିଥିବା ଏହି ଦୁଇ ବିଭାଗର ମୁଖ୍ୟ  ପିଲାମାନଙ୍କୁ ପ୍ରଶିକ୍ଷ ଦେଇଥିଲେ .ପ୍ରଥମେ ଛାତ୍ର ଛାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ମେଡ଼ିସିନ ଦିଆଯାଇଥିଲା ,ଅରୁବେଦୀଙ୍କ ବୃକ୍ଷ ରୋପଣ କରାଜିଥିଲା ,ଯୋଗଶିକ୍ଷାକ ଯୋଗ ଶିକ୍ଷା ଦେଇଥିଲେ ଶେଷରେ ଦୈନଚର୍ଯ୍ୟା କିଭଳି କରିବେ ସେବିଷୟରେ ପ୍ରଶିକ୍ଷ ମାଧ୍ୟମରେ କୁହାଯାଇଥିଲା .

ଆଜିର ଏହି କର୍ଯ୍ୟକ୍ରମରେ ସ୍ଥାନୀଯ ସରପଞ୍ଚଫକୀର ମୋହନ ସାହୁ ,ସ୍କୁଲ ପ୍ରଧାନ ଶିକ୍ଷକ ,ଡ଼. ଗୌରୀଶଙ୍କର ପ୍ରସାଦ ମିଶ୍ର ,ଡ଼ .ଆଭଞ୍ଜଳି ନାୟକ ,ଡ଼.ମହେନ୍ଦ୍ର କୁମାର ସ୍ୱାଇଁ,ଡ଼.ରଶ୍ମି ରାଇ ଗୁରୁ,ଡ଼.ରସ୍ମିତ କୁମାର ମଝି ,ଡ଼ ମନୋରଞ୍ଜନ ମୁଦୁଲିଉପସ୍ଥିତ ଥିଲେ .

Post a Comment

0 Comments