ବିଶ୍ୱକପ ପୁରୁଷ ହକିକୁ ଉତ୍ସାହିତ କରିବା ପାଇଁ ନୂଆଗାଁ ବ୍ଲକର ବିଭିର୍ଣ୍ଣ ପଞ୍ଚାୟତ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି କ୍ରିକେଟ ପ୍ରତିଯୋଗୀତା . ଗାତେରି, ବାହାଡାଝୋଲା, ହରିପୁର, ପାରାଢ଼ିପି ଓ ନୂଆଗାଁ ,ଖଣ୍ଡୁଗାଁ,ସିକ୍ରୀଡା,କପିତାପଲୀ ,ଗୁମି,ମାଇଛେଳି,ଯାକେଡ଼ା ,ବଡଗୋଠ,ପଞ୍ଚାୟତ ହାଇସ୍କୁଲ ନବମ ଓ ଦଶମ ଶ୍ରେଣୀ ଛାତ୍ର ମାନେ ଯୋଗଦେଇଥିଲେ. ନୂଆଗାଁ ବିଡ଼ିଓ ପ୍ରମୋଦ କୁମାର ନାୟକ ସମେତ ସ୍ଥାନୀୟ ସରପଞ୍ଚ ଓ ସମିତି ଯୋଗଦେଇଥିଲେ.
0 Comments