*ତାରିଖ ୨୭/୦୧/୨୩, ଶୁକ୍ରବାର*
*୧-ବିଶ୍ୱ ଦେଖିଲା ଭାରତର ଶକ୍ତି, କର୍ତ୍ତବ୍ୟପଥରେ ଭାରତର ୭୪ତମ ସାଧାରଣତନ୍ତ୍ର ଦିବସରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସଶସ୍ତ୍ର ବଳ ଶକ୍ତି ପ୍ରଦର୍ଶନ ।*
*୨-କର୍ତ୍ତବ୍ୟପଥରେ ଲେଖାଗଲା ନୂଆ ଭାରତର ନୂଆ ଇତିହାସ: ପ୍ରଥମ ଥର ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଲେ ପତାକା ଉତ୍ତୋଳନ।*
*୩-୭୪ ତମ ସାଧାରଣତନ୍ତ ଦିବସ ଅବସରରେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜାତୀୟ ପତାକା ଉତ୍ତୋଳନ କଲେ।*
*୪-ଗିନିଜବୁକରେ ସ୍ଥାନ ପାଇଁ ଭୁବନେଶ୍ବରରେ ୧୨ କିଲୋମିଟର ପର୍ଯ୍ଯନ୍ତ ହେଲା ତ୍ରିରଙ୍ଗା ଯାତ୍ରା।*
*୫-ପୁରୁଷ ହକି ବିଶ୍ଵ କପ୍: କ୍ଲାସିଫିକେସନ ମ୍ୟାଚ୍ରେ ଭାରତର ବିପୁଳ ବିଜୟ, ଜାପାନକୁ ୮-୦ରେ ଦେଲା ମାତ୍।*
*୬-ପ୍ରଥମଥର ସ୍ଵାଭିମାନ ଅଞ୍ଚଳରେ ଅଧିକାରୀ ଉଡାଇଲେ ତ୍ରିରଙ୍ଗା, ଚିତ୍ରକୋଣ୍ଡା ଅଞ୍ଚଳରେ ଖେଳିଲା ଖୁସିର ଲହରୀ।*
*୭-କଳାହାଣ୍ଡି ପାଇଁ ଗୌରବ ପଟାୟତ ସାହୁ, ଜିଲ୍ଲାରେ ପଦ୍ମଶ୍ରୀ ପାଇବାରେ ପ୍ରଥମ।*
*୮-ତୁରନ୍ତ ସାରି ନିଅନ୍ତୁ କାମ, ଫେବୃଆରୀ ୧ ପୂର୍ବରୁ ଲଗାତାର ୪ ଦିନ ବ୍ୟାଙ୍କ ବନ୍ଦ ରହିବାର ସମ୍ଭାବନା।*
*୯-କିଟ୍ ଓ କିସ୍ ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ: ଭାଗନେଲେ ବିଭିନ୍ନ ସ୍କୁଲର ପ୍ରଜ୍ଞାପନ ମେଢ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ।*
*୧୦-ଓଡିଶାର ସର୍ବୋଚ୍ଚ ସ୍ଥାନ ଦେଓମାଳିରେ ଉଡିଲା ତ୍ରିରଙ୍ଗା, ପତାକା ଉଡାଇଲେ NAF।*
*୧୧-ସାଧାରଣତନ୍ତ୍ର ଦିବସରେ ପୋଲିସକୁ ବଡ ସଫଳତା, ଆତ୍ମ ସମର୍ପଣ କଲେ ୩ ହାଡକୋର ମାଓବାଦୀ।*
*୧୨-ଆବାସକୁ ନେଇ ଗାଁ ଗାଁରେ କୁହୁଳୁଛି ଅସନ୍ତୋଷ, ପଞ୍ଚାୟତ ଅଫିସ୍ରେ ତାଲା ପକାଉଛନ୍ତି ଗାଁ ଲୋକ।*
*୧୩-ଘରେ ଘରେ ସର୍ଦ୍ଦି, କାଶ, ଥଣ୍ଡାଜ୍ୱରରେ ପଡିଛନ୍ତି ଲୋକ,କାମ ଦେଉନାହିଁ ପାରାସିଟାଲ୍!*
*୧୪-କର୍ମକ୍ଷେତ୍ରରେ ଉଲ୍ଲେଖନୟ ସଫଳତା ପାଇଁ ରାଜ୍ୟର ୩୪ଜଣ ପୋଲିସ ସମ୍ମାନିତ।*
*୧୫-ଆସନ୍ତା ସପ୍ତାହରେ ଫେରିପାରେ ବର୍ଷା, ଆକଳନ କଲା ପାଣିପାଗ ବିଭାଗ।*
*୧୬-ଓଡ଼ିଆ ଭାଷାରେ JEE-NEET ! ମିଳୁନି ଷ୍ଟଡି ମାଟେରିଆଲ୍, ଚିନ୍ତାରେ ପରୀକ୍ଷାର୍ଥୀ-ଶିକ୍ଷାବିତ୍।*
*୧୭-ଦେଶର ପ୍ରଥମ କୋଭିଡ୍ ନାଜାଲ୍ ଭାକ୍ସିନ୍କୁ ଲଞ୍ଚ୍ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ।*
*୧୮-ବେଙ୍ଗଲରେ ସରସ୍ୱତୀ ପୂଜା ଥିମ୍ ‘ଶିକ୍ଷକ ନିଯୁକ୍ତି ଦୁର୍ନୀତି’, ପେଣ୍ଡାଲରେ ଟଙ୍କା ବିଡାସହ ସ୍ଥାନିତ ହୋଇଛି ପାର୍ଥ ଓ ଅର୍ପିତାଙ୍କ ମୂର୍ତ୍ତି।*
*୧୯-ବନିହାଲରୁ ପୁଣି ଆରମ୍ଭ ହେବ ରାହୁଲଙ୍କ ଭାରତ ଯୋଡୋ ଯାତ୍ରା, ପ୍ରସ୍ତୁତି ଚୂଡ଼ାନ୍ତ।*
*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
0 Comments