ମୋ ସ୍କୁଲ ଅଭିଯାନ ଆଲୁମିନି କମିଟିବାର୍ଷିକ ଉତ୍ସଵ

 


ନୂଆଗାଁ ସଦର ମହକୁମାରେ ଥିବା ନୂଆଗାଁ ହାଇସ୍କୁଲ ପ୍ରାଙ୍ଗଣରେ ଆଜି ଅନୁଷ୍ଠିତ ହୋଇଯାଇଛି. ମୋସ୍କୁଲ ଅଭିଯାନ ଆନୁକୂଲ୍ୟରେ ଆଲୁମିନି କମିଟି ର ବାର୍ଷିକ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି. ମୋବିଦ୍ୟାଳୟ ମୋସ୍କୁଲ ଏହି ଶବ୍ଦ ହିଁ ସ୍କୁଲ ର ଉର୍ନତିର ମୁଖ୍ୟ. ସେହି ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏହି ଉତ୍ସବ ନିରାଡ଼ମ୍ବର ରେ ପାଳନ ହୋଇଯାଇସାଜୀ. ସ୍କୁଲ ର ପୁରାତନ ଛତ୍ର ମାନେ କିଭଳି ଏହି ସ୍କୁଲ ମଧ୍ୟରେ ଅଧୟନ କରି ଜୀବନରେ ବହୁ ସଫଳତା ପାଇ ଛନ୍ତି. ସେବିଷୟ ବାଖ୍ୟା କରିଥିଲେ ସ୍କୁଲ ର ବିଜ୍ଞାନ ଶିକ୍ଷକ ଶିଶିର କୁମାର ସାହୁ. ବିଦ୍ୟାଳର ଆଲୁମିନି କମିଟିର ସମସ୍ତ ସଦସ୍ୟ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଆଜିର ଏହି କାର୍ଯ୍ୟକ୍ରମରେ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ସ୍କୁଲର ଶିକ୍ଷକ, ଆଲୁମିନି କମି ଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ.

Post a Comment

0 Comments