ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମାଳିସାହି ପଞ୍ଚାୟତ ର ମାଳିସାହି ଗ୍ରାମ ରେ ମା ମଙ୍ଗଳା ଙ୍କ ବାର୍ଷିକ ଉତ୍ସବ ବହୁ ଆଡମ୍ବନା ର ସହ ଧୁମ ଧାମ ରେ ପାଳିତ ହେଉଛି | ମାଳିସାହି ପଞ୍ଚାୟତ ରେ ଧର୍ମ ଗୁଳା ରେ ନିର୍ବାଚିତ ହୋଇ ପ୍ରଥମେ ୱାର୍ଡ ମେମ୍ବର ଓ ପରେ ବି ଗୁଳା ପଡି ନାୟବ ସରପଞ୍ଚ ପାର୍ଥି ଭାବେ ନିର୍ବାଚିତ ହୋଇଥିଲେ ସେହି ଗ୍ରାମ କୀର୍ତ୍ତନ ପ୍ରଧାନ | ଯାହାକି ନୂଆଗାଁ ବ୍ଲକ ରେ ଚର୍ଚ୍ଚା ରେ ଥିଲେ ଏହି ପାର୍ଥି | ବଡ଼ ପୁଅ ଜିତେନ୍ଦ୍ର ପ୍ରଧାନ ଗ୍ରାମ ଦେବତୀ ମା ମଙ୍ଗଳା ଠାକୁରାଣୀ ଙ୍କ ଏହି ଉତ୍ସବ କୁ ଯୁବକ ଗୋଷ୍ଠୀ ଙ୍କୁ ନେଇ ଧୁମ ଧାମ ରେ ପାଳନ କରୁଥିବା ବେଳେ ନୂଆଗାଁ ବ୍ଲକ ର ଯୁବ ଉପାଧକ୍ଷ ପର୍ଶୁରାମ ସ୍ବାଇଁ ଯୋଗ ଦେଇଥିଲେ | ତେବେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ର ବନ୍ଦୋବସ୍ତ ସହ ମହିଳା ସଙ୍କ୍ରିତନ କାର୍ଯ୍ୟକ୍ରମ ରହିଥିଲା | ଉକ୍ତ କାର୍ଯ୍ୟ ରେ ଦିପୁନି ପ୍ରଧାନ, ଭଗବାନ ପ୍ରଧାନ, ବବୁଲ, ଜୁବୁଲ ପ୍ରମୁଖ ଉପସ୍ଥିତ ରହି ଉତ୍ସବ ପାଳନ କରିଛନ୍ତି |
0 Comments