ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପର ପ୍ରଥମ ମ୍ୟାଚରେ ବାଜି ମାରିଛି ଭାରତ । ଭାରତ ୨-୦ ଗୋଲରେ ସ୍ପେନକୁ ହରାଇଛି । ଅମିତ ରୋହିତାସ ଓ ହାର୍ଦ୍ଦିକ ସିଂ ଗୋଲ କରିଥିଲେ । ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିଲା ଏହି ମୁକାବିଲା ।
Copyright © 2022 Pratikhya All Rights Reserved Web Developer Mahesh Technology Designed By Mahesh Naik
0 Comments