ଓଡ଼ିଶାର ଅନ୍ୟତମ ବୌଦ୍ଧ ଗବେଷକ ପ୍ରଫେସର ଅଖିଳ କୁମାର ସାହୁଙ୍କ ଦ୍ବାରା ଶ୍ରୀଲଙ୍କା ଓ ଥାଇଲାଣ୍ଡ ଦେଶରେ ନିର୍ମିତ ଭଗବାନ ବୁଦ୍ଧଙ୍କର ଦୁଇ ଗୋଟି ମୂର୍ତ୍ତି ଦାସିଆ ଅଜାଙ୍କ ସଂଗ୍ରହାଳୟକୁ ପ୍ରଦାନ। ବିଦେଶର ଏହି ମୂର୍ତ୍ତି ସଂଗ୍ରହାଳୟରେ ଦର୍ଶକ ପର୍ଯ୍ୟଟକ ବୌଦ୍ଧ ଧର୍ମ ବଲମ୍ବି ମାନଙ୍କୁ ଖୁବ ଆକୃଷ୍ଟ କରିବ। ପ୍ରଫେସର ସାହୁଙ୍କ ବଦାନ୍ୟତା ପାଇଁ ଅଭିନନ୍ଦନ।
0 Comments