ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀ ଓ ଚାଷୀ ବହୁଳ ପଂଚାୟତ ବାହାଡ଼ା ଝୋଲା, ଏଠି ଲୋକ ପ୍ରାୟ ଚାଷକାର୍ଯ୍ୟ କରୀ ପରିବାର ପ୍ରତିପୋଷଣ କରନ୍ତି। ଦିର୍ଘ ଦିନ ଧରି ଏହି ଅଂଚଳରେ ଚାଷୀ ଏକଫସଲ ହେଉଛି ଧାନ ଚାଷ ସେଥୀରୁ ଯାହା ଆଦାୟ ହୋଉଛି ସେଥିରେ ଚଳନ୍ତି। ଏହି ଡ଼୍ୟାମ ଦ୍ୱାରା ଚାଷୀ ଉପକୃତ ପାଉଥିବା ବେଳେ ନଙ୍ଗୁଳୀ ନାଳ ଥୀବା ବେଳେ ବହି ଯାଉଥିବା ପାଣି କୁ ସଦୁପଯୋଗ ପାଇଁ ଚାଷୀଙ୍କ ଅଭିଯୋଗ ପରେ ଚାଷୀଙ୍କ ଆବଶ୍ୟକ ତାକୁ ଦୁଷ୍ଟିରେ ରଖି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଜୁବ ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଦୁଇଟି ଚେକ୍ ଡ଼୍ୟାମ ନିର୍ମାଣ ସାରିଥୀବା ବେଳେ କିଛି ଦିନ ତଳେ ନଙ୍ଗୁଳୀ ନାଳ ଓ ଘଡେ଼ଇ ବନ୍ଧ ନାଳରେ ଦୁଇଟି ଚେକ୍ ଡ଼୍ୟାମ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଭିର୍ତୀ ପ୍ରସ୍ତର ସ୍ଥାପନ ର ଦୁଇଦିନ ମଧ୍ୟରେ ଖୁଦ୍ର ଜଳସେଚନ ପ୍ରକଳ୍ପ ଦ୍ବାରା କାର୍ଯ୍ୟ ଆରମ୍ଭ ହୋଇଥୀବା ବେଳେ ପ୍ରତ୍ୟେକ ଦିନ କାର୍ଯ୍ୟ ଆରମ୍ଭ ରୁ ସେସ ପ୍ରଜନ୍ତ ବିଭାଗିୟ ଯେଇ ଓ ଷ୍ଟାଫ୍ ଉପସ୍ଥିତ ରେ ସଠିକ୍ ନିୟମ ଅନୁସାରେ କାର୍ଯ୍ୟ ଚାଲିଥିବା ବେଳେ ନଙ୍ଗୁଳୀ ନାଳ ନିକଟରେ ସହସହ ଚାଷୀ ଉପକ୍ରୁତ ହେବେ ପାଇବା ସୁଣି ଉଛାଇତ ହେବା ଶୁଣି ଶ୍ରୀବେହେରା ଙ୍କୁ ସ୍ୱାଗତ ଯଣାଇ ଛନ୍ତି ।
ଖବର ମୁତାବକ ଦିର୍ଘ ଦିନର ଚାଷୀଙ୍କ ଦୁଃଖ ଜିଲାପାଳଙ୍କୁ ଅଭିଯୋଗ ସହ ବିଧାୟକ ଙ୍କୁ ଜମିରେ ଜଳ ମାଡିବା ପାଇଁ ନଙ୍ଗୁଳୀ ନାଳ ରେ ଏକ ଚେକ୍ ଡ଼୍ୟାମ ନିର୍ମାଣ କରିବା ପାଇଁ ଦାବି କରିଆସୁଥିଲେ । ବିଧାୟକ ଚାଷୀଙ୍କ ଇଚ୍ଛା କୁ ଦୁଷ୍ଟିରେ ରଖି ଖୁଦ୍ର ଜଳସେଚନ ବିଭାଗ ମାଧ୍ୟମରେ (୪୯) ଲକ୍ଷ୍ୟ ବେୟରେ ଏକ ଚେକ୍ ଡ଼୍ୟାମ ନିର୍ମାଣ ପାଇଁ ସୁଭ ଦେଇଥିଲେ ସୁଭ ଦେବାର ଦୁଇଦିନ ନ ପୁରୁଣୁ ଠିକାଦାର କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ କିଛି ଖଳପକ୍ରୁତିର ଓବେ ପୋର୍ଟାଲ ସାମ୍ବାଦିକ ପରିଚୟ ଦେଇ ବିଭିନ୍ନ ସମୟରେ ଠିକାଦାର କିମ୍ବା ଅଫିସରଙ୍କୁ ହଇରାଣ କରିବା ସହିତ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖାଇଗଲେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଛନ୍ତି ଯାହାକି ଠିକାଦାର କିମ୍ବା ବିଭାଗ ର ମନୋବଳ ଦୁର୍ବଳ ହେଉଛି ଫଳରେ ସଠିକ କାର୍ଯ୍ୟ କଲେ ମଧ୍ୟ ଏହିଭଳି ଖଳ ଲୋକଙ୍କ ଲାଗି ଠିକାଦାର କାର୍ଯ୍ୟ ବନ୍ଦ କରିବା ପାଇଁ ଚିନ୍ତା କରୁଛନ୍ତି। ଫଳରେ ଅଂଚଳର ଚାଷୀ ଏବେ ଚିନ୍ତାରେ। ଆଗାମୀ ଦିନରେ ଏକ ବଡଧରଣର ଚାଷୀ ଆଦୋଳନ ହେବାପାଇଁ ମୁଣ୍ଡ ଟେକୁଥୀବା ଆଲୋଚନା ହେଉଛି ।
0 Comments