ବେଲପା ନାଳ ଉପରେ ନିର୍ମାଣ ହେଇପାରୁନି ବ୍ରିଜ, ଚାରୀ ବର୍ଷ ବିତିଗଲା,ବ୍ରିଜ କାମରେ ମନ୍ଥରତା. ଅସହିଷ୍ଣୁ ହୋଇପଡିଲେ ଜନତା.

 


ନୟାଗଡ଼ ଜିଲ୍ଲା ଜାତୀୟ ରାଜପଥ ଉପରେ ଜନସାଧାରଙ୍କ ରାସ୍ତା ରୋକ. ଆଗରୁ ଛାତ୍ର ଛାତ୍ରୀ କରିଥିଲେ ଏବେ ରାସ୍ତାକୁ ବାହାରିଲେ ମହିଳା ଓ ପୁରୁଷ. ଦୀର୍ଘ ଦିନ ଧରି ବ୍ରିଜ ଭୁଶୁଡ଼ି ଯାଇଥିଲେ ମଧ୍ୟ ନିର୍ମାଣ ହୋଇ ପାରୁନି ବ୍ରିଜ. ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାଧରଣ ଜନତା ଯାତାୟାତରେ ହନ୍ତ ସନ୍ତ.


Post a Comment

0 Comments