ନୂଆଗାଁ ଜାତୀୟ ରାଜପଥ 57 ବବୁଲ ଫାଷ୍ଟ ଫୁଡ ନିକଟରେ ଦୃଘଟଣା

 




ନୟାଗଡ଼ ଜିଲ୍ଲା ନୂଆଗାଁ ଜାତୀୟ ରାଜପଥ 57 ନିକଟରେ ଘଟିଛି ଦୃଘଟଣା. ଏକ ଟ୍ରକ ପଚାରେ ପିଟିଲା OSRTC ବସ. ଯାହାକି ଭୁବନେଶ୍ୱର ରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲା. ବାବୁଲ ଫାଷ୍ଟ ଫୁଡ ନିକଟରେ ଟ୍ରକ ହଠାତ ବ୍ରେକ ଦେବାରୁ ବସ ଟି ଟ୍ରକ ପଛରେ ଧକା ଦେଇଥିଲା. ଯଦ୍ୱାରକି ବସରେ ଥିବା ଚାରୀ ଜଣ ଯାତ୍ରୀ ଆହତ ହୋଇ ମହୀପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା.


Post a Comment

0 Comments