ନୂଆଗାଁ ପଞ୍ଚୁପାଣ୍ଡଵ ମହୋତ୍ସବ 2023 ତୃତୀୟ ଅଡିସନ

 


ନୂଆଗାଁ ପଞ୍ଚୁପାଣ୍ଡଵ ମହୋତ୍ସବ 2023 ତୃତୀୟ ଅଡିସନ ମହୀପୁର ଠାରେ ଅନୁଷ୍ଠିତ, ଆଜି ସମୁଦାୟ ୫ ଗୋଟି ପଞ୍ଚାୟତ ରୁ ବହୁ ପ୍ରତିଯୋଗୀ ଅଡିସନ ରେ ଯୋଗ ଦେଇଥୀଲେ. ନୃତ୍ୟରେ 31, ହୁଳ ହୁଲି 37, ମୁ୍ୟୁଜିକ ଚେୟାର 30 ଜଣ ପ୍ରତିଯୋଗୀ ଙ୍କୁ ବଛା ଯାଇଥିଲା. ସମସ୍ତ ସାଂକୃତିକ ବିଭାଗର କର୍ମକର୍ତା ମାନେ ଯୋଗ ଦେଇଥିଲେ ତତ ସହିତ ମହୀପୁର, ପାରାଢ଼ିପି, ଗତେରୀ,ବଡଗୋଠ, ଦୂରଦୁରା ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଯୋଗଦେଇଥିଲେ.

Post a Comment

0 Comments