ପିଗୁଂଆ ରାଜସ୍ୱ ନିରୀକ୍ଷକଙ୍କ ଅର୍ତକିତ ଚଢ଼ାଉ ମୋରମ ଚୋରାଚାଲଣ ଵେଳେଆକ୍ରମଣ କରାଯାଇଛି। ଏଥିରେ ତାଙ୍କ ସାଗଂରେଥିବା ସହ କର୍ମିଙ୍କୁ ନିର୍ଧୁମ ମାଡ ମରାଯାଇଛି। ଘଟଣାଟିଘଟିଛି। ପିଗୁଂଆ ଠାରୁ ଦଶମାଣ ଯିଵାରାସ୍ତାପାଶ୍ୱରେ ଵେଆଇନି ଭାଵେ ପିଗୁଂଆର ଅମ୍ବୁଜ ସାହୁ ଏଵଂ ତାଙ୍କ ପୁଅ ସ୍ୱୋମଞନ ସାହୁ (ଦଣ୍ଡା) ଏକ ଜେସିବି ଓ 4ଟା ଟ୍ରାକ୍ଟର ସାହାଯ୍ୟରେ ଦିନ ଦୁଇ ପ୍ରହରରେ ମୋରମ ତାଡୁଥିଲେ। କ୍ୱୋଣସି ସୁତ୍ରରୁ ଖବରପାଇ ପିଗୁଂଆ ରାଜସ୍ୱ ଅଧିକାରୀଣି ସ୍ୱୋଦାମିନୀ ମଲ୍ଲିକ ଏବଂ ସାଥି ସହଯୋଗିଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ପୂର୍ବଯୋଜନା ଅନୁଯାଇ। ହୋଇଥିଲା ପ୍ରସ୍ତୁତ। ସଗେସଗେଂ ହୋଇଥିଲା ଆକ୍ରମଣ ଏଥିରେ ସ୍ୱୋଦାମିନି ମଲ୍ଲିଙ୍କର ମୋବାଇଲି ଟିକୁ ଛଡାଇନେଇ ଯାହାସଵୁ ଫଟୋଡିଲେଟେ କରାଯାଇଥିଲା। ଏବଂ ମାଡ ମଗାଯାଇଥିଲା। ସାଥିରେ ଥିବାସହଯୋଗୀ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ହୋଇଥିଲା ଆକ୍ରମଣ କିନ୍ତୁ ସେଠାରୁ ଜେସିବି ଏବଂ ଟ୍ରାକ୍ଟର ଫେରାର ହୋଇଯାଇଥିଲେ। ରାଜସ୍ବ ନିରୀକ୍ଷକ ନିହଲ ପ୍ରସାଦ ଥାନାରଅଧିକାରି ଶ୍ରୀଯୁକ୍ତ କାଶୀନାଥ ହାଁସଦା ଙ୍କୁ ଜଣାଇବାରୁ ଶ୍ରୀଯୁକ୍ତ ହାଁସଦା ଘଟଣା ସ୍ତଳରେ କିଛି ପୋଲିସ୍ ଫୋର୍ସଙ୍କ ସହ ପହଞ୍ଚି ଆସାମିର ମଟରସାଇକେଲଟିକୁ ଜଵତ କରିଏକ ମାମଲା ରୁଜୁକରି ତଦନ୍ତ ଚଳାଇଛନ୍ତି।
0 Comments