ଖବର,


 ପାରାଦୀପ: ସମୁଦ୍ରରେ ଡଙ୍ଗା ଓଲଟି ୫ ମତ୍ସ୍ୟଜୀବୀ ଗୁରୁତର, ସମସ୍ତଙ୍କୁ ଅଠରବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି, ଡଙ୍ଗା ଓଲଟିବା ପରେ ଲହଡିରେ ଭାସି ଆସି ପଥର ଚଟାଣରେ ଧକ୍କା ହୋଇଥିଲା, ମାଡ଼ ଯୋଗୁ ମତ୍ସ୍ୟଜୀବୀଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି.

Post a Comment

0 Comments