ଭାଲୁ ର ମୃତଦେହ ଉଦ୍ଧାର

 ଙ୍ଗଲରୁ ଭାଲୁର ମୃତଦେହ ଉଦ୍ଧାର l ବୌଦ୍ଧ ଜିଲ୍ଲା ଶଗଡା ସେକସନ ଅନ୍ତର୍ଗତ ଶୁଣ୍ଢିପଦର ପଞ୍ଚାୟତର ଗୁରୁବୁଢା ଜଙ୍ଗଲରେ ମିଳିଛି ଭାଲୁର ଏହି ମୃତଦେହ l ଭାଲୁଟିକୁ ଏକ ଦଉଡିରେ ବନ୍ଧାଯାଇଥିବା ଦେଖିବାକୁ ମିଳିଥିବାରୁ କେହି ଦୁର୍ବୁତ୍ତ ଭାଲୁଟିକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି l ଖବରପାଇ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l


Post a Comment

0 Comments