ନୂଆଗାଁ ପଂଚାୟତ ଭାଲିଆ ପଦର ଗ୍ରାମରେ ଅଗ୍ନିକାଣ୍ଡ ।



ବିଷୟ - ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମା ଆଦିବାସୀ ବହୁଳ ଭାଲିଆ ପଦର ଗ୍ରାମରେ ଅଗ୍ନିକାଣ୍ଡ କ୍ୟଣଶୀ କାରଣରୁ ନିଆଁ ଲାଗି ରଘୁ ମଳିକ,ଯୋଗି ମଳିକ, ରମେଶ ମଳିକ, ସନ୍ତୋଷ ମଳିକ, ଙ୍କ ଗୋଟାଏ ଲାଖେ ଚାରିଜଣଙ୍କ ଚାରି ବଖରା ଘର ପୋଡି ପାଉଁଶ ହୋଇଯାଇଥୀବା ବେଳେ ଖବର ପାଇ ନୂଆଗାଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ ।


Post a Comment

0 Comments