ପଦ୍ମପୁର ନିର୍ବାଚନ

 *👉🏿 ଭୋଟ୍‌ ଦେଉଛି ପଦ୍ମପୁର


… ଦିନ ୧୧ଟା ସୁଦ୍ଧା ୨୯.୭୩% ମତଦାନ… ସିଇଓ କାର୍ଯ୍ୟାଳୟ ପକ୍ଷରୁ ସୂଚନା… ମୋଟ୍‌ ୩୧୯ଟି ବୁଥରେ ଚାଲିଛି ଭୋଟିଂ… ଅପରାହ୍ଣ ୪ଟା ଯାଏଁ ହେବ ଭୋଟ ଗ୍ରହଣ… ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସବୁଠି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା…*


*👉🏿ଗୁଜରାଟ ଦ୍ୱିତୀୟ ପର୍ଯ୍ୟାୟ ମତଦାନ… ଶାନ୍ତିଶୃଙ୍ଖଳାରେ ନେତା ବାଛୁଛନ୍ତି ଜନତା… ୧୪ଟି ଜିଲ୍ଲାର ୯୩ଟି ଆସନ ପାଇଁ ହେଉଛି ଭୋଟଗ୍ରହଣ… ମତସାବ୍ୟସ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହା… କଂଗ୍ରେସ ଓ ଆପର ବରିଷ୍ଠ ନେତା ମଧ୍ୟ ଦେଲେ ଭୋଟ୍‌…*


*👉🏿କୋର୍ଟ​ରେ ହାଜର ହେବେ ଲେଡି ବ୍ଲାକମେଲ କ୍ୱିନ୍‌… ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିପାରେ ଇଡି… ଧୀରେ ଧୀରେ ଖୋଲୁଛି ଅର୍ଚ୍ଚନାଙ୍କ ରହସ୍ୟର ଗୁମର… ଜଣକ ପରେ ଜଣେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହେଉଛନ୍ତି ହାଜର… ଇଡି କରୁଛି ଝାଳବୁହା ଜେରା…*


*👉🏿ବଙ୍ଗୋପସାଗରରେ ଭୂମିକମ୍ପ ଅନୁଭୂତ… ସକାଳ ୮ଟା ୩୨ ମିନିଟରେ ଭୂକମ୍ପ ହୋଇଥିବା ନେଇ ଏନସିଏସର ସୂଚନା… ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତାର ୫.୧ … ମୃଦୁ କମ୍ପନରେ ଥରିଲା ବାଂଲାଦେଶର ରାଜଧାନୀ ଢ଼ାକା…*


*👉🏿ସରିଲା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ… ଆଜି ଦିନିକିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ… ଜି-୨୦ ଅଧ୍ୟକ୍ଷତାକୁ ନେଇ ଦିଲ୍ଲୀରେ ବୈଠକ… ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ଆଲୋଚନା… ସମିଲ ହେବେ ନବୀନ… ଆସନ୍ତାକାଲି ଫେରିବେ ଓଡ଼ିଶ*


*👉🏿 ଆଜି ୮ ଘଣ୍ଟିଆ ଭଦ୍ରକ ସହର ବନ୍ଦ… ସକାଳ ୬ଟାରୁ ଦିନ ୨ଟା ଯାଏଁ ବନ୍ଦ ରହିବ ଦୋକାନ ବଜାର… ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କଂଗ୍ରେସ ପକ୍ଷରୁ କରାଯାଉଛି ବନ୍ଦ ପାଳନ… ବିଭିନ୍ନ ସ୍ଥାନରେ ପିକେଟିଂ ସହ ଗାଡ଼ି ମଟର ଅଟକାଉଛନ୍ତି କଂଗ୍ରେସ କର୍ମୀ…*

Post a Comment

0 Comments