ମହୀପୁର ମଡ଼ର ଘଟଣା ଥାନାରେ ଆତ୍ମ ସମର୍ପଣ କଲା ଦିପୁ ସାହୁ ଓ ତାର ବାପା . ଶୈଳେନ୍ଦ୍ର ଜେନା ହତ୍ୟାକାରୀ ର ମଡର କ୍ସ୍ରିନ ର କ୍ରିଏଟ୍ କରିଛି ପୋଲିସ.

 



ନୟାଗଡ଼ ଜିଲ୍ଲା ବହୁଚର୍ଚ୍ଚିତ ଶୈଳେନ୍ଦ୍ର ଜେନା  ମାଡ଼ର କେଶ ରେ ଫେରାର ଥିବା ଅଭିଯୁକ୍ତ ଦିପୁ ସାହୁ ତାର ବାପା ସ୍ୟାମଘନ ସାହୁ(ଭାବ)  ଆଜି ସକାଳେ ଓଡଗାଁ ଥା ଅନ୍ତର୍ଗତ ବାହ୍ୟାଡ଼ଝୋଲା ଫାଣ୍ଡିରେ ଆତ୍ମସମର୍ପଣ କରିଛି .ପୁଣି ଆଜି ଏହିଘଟଣାର   ସମ୍ପୂର୍ଣ ତଥ୍ୟ ପାଇବା ପାଇଁ ଦିପୁ ସାହୁ କୁ ନୂଆଗାଁ ଥାନାକୁ ଅଣାଯାଇ ଥିଲା .ତାପରେ ମହୀପୁର ପଥରପାଟଣା ଗ୍ରାମକୁ ନିଆଯାଇଥିଲା ଦିପୁକୁ .


ନୂଆଗାଁ ପୋଲିସ ନୟାଗଡ଼ ପୋଲିସ ଏକତ୍ରିତ ଭାବରେ ପଥରପାଟଣା ଗ୍ରାମରେ ମଡ଼ର ସ୍କ୍ରିନ କ୍ରିଏଟ କରିଛି ପୋଲିସ .ଦିପୁ କିଭଳି ଶୈଳେନ୍ଦ୍ର କୁ ମାରିଥିଲା ସେସବୁ ଟିକନିକ ସ୍ଥାନଦେଖାଇବା ସହିତ କଣ ପାଇଁ ସେ ଏଭଳି ହତ୍ୟା କରିଥିଲା ସେ ତଥ୍ୟ ଦେଇଥିଲା . ପ୍ରେମସମ୍ପର୍କରୁ ହିଁ ହତ୍ୟା କାରଣ ଥିଲା  ନା ଟଙ୍କା  .ପୋଲିସ ଛାନଭିନ ପରେ ଜଣା ପଡିବ ଦିପୁ କଣ ପାଇଁ ଶୈଳେନ୍ଦ୍ର କୁ ହତ୍ୟା କରିଥିଲା ତାହା ପରବର୍ତୀ ସମୟରେ ଜଣାପଡିବା .


Post a Comment

0 Comments