ଦୁଇଶହରୁ ଉର୍ଦ୍ଧ୍ବ କମଳ ବଣ୍ଟନ କଲେ ଦାମ ସାର୍।

 


ଶିକ୍ଷକତା ଜିବନ ରୁ ଆରମ୍ଭ କରି ଜିବନର ସେସ ପାହାଚରେ ପହଞ୍ଚି ଗଲେଣି ତଥାପି ଅସହାୟ ଗରିବ ଲୋକଙ୍କ ବିପଦ ସମୟରେ ଦାମ ସାର୍ ଙ୍କ ସ୍କୁଟି ପହଂଚି ଯାଏ । ନୟାଗଡ଼ ଜିଲ୍ଲାର ଏମିତି କିଛି ଆଦିବାସୀ ବହୁଳ ଉପାନ୍ତ ଅଂଚଳ ନାହିଁ ଯେଉଁ ଜାଗା ରେ ଦାମ ସାର୍ ଙ୍କ ସ୍କୁଟି ପହଂଚି ନଥୀବ । ବର୍ଷ ସାରା ପ୍ରତ୍ୟେକ ଦିନ ଲୋକଙ୍କ ସେବା ହଁ ଭଗବାନଙ୍କ ସେବା କୁହନ୍ତି । ଏମିତି ପ୍ରତ୍ୟେକ ବର୍ଷ ଭଳି ସିତ ଦିନ ଆରମ୍ଭ ରୁ ଗରିବ ଲୋକଙ୍କ ପାଖରେ ଅମଳ ପହଞ୍ଚାଇବାକୁ ଭୁଲନ୍ତି ନାହିଁ ଦାମ ସାର୍। ସେହିଭଳି ଗତକାଲି ଶରଣକୁଳ ଓ ବାଣ୍ଠ ପୁରୁ ପଂଚାୟତର ନେପାଳ ଗାଁ ରେ ଅସହାୟ ଗରିବ ବୁର୍ଧା ବୁଦ୍ଧ ଭିନ୍ନକ୍ଷମ ଲୋକଙ୍କୁ (୨୦୦) ଦୁଇଶହରୁ ଉର୍ଦ୍ଧ୍ବ କମଳ ବଣ୍ଟନ କରିଛନ୍ତି । 

Post a Comment

0 Comments