କରୋନାକୁ ନେଇ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା...

 


》ରାଜ୍ୟବାସୀଙ୍କୁ ଅନୁରୋଧ ଆତଙ୍କିତ ହୁଅନ୍ତି ନାହିଁ.

》କରୋନା ଚୀନରେ ବଢିଥିବାରୁ ଚର୍ଚ୍ଚା ଜୋର ଧରିଛି.

》୩ ମାସରୁ ଅଧିକ ହେଲାଣି ରାଜ୍ୟରେ ପଜେଟିଭ ରେଟ ବଢ଼ିନାହିଁ.

》ଲକ୍ଷଣ ଥିଲେ ଟେଷ୍ଟ କରାନ୍ତୁ.

》ସ୍ୱାସ୍ଥ୍ୟ ଭିତ୍ତିଭୂମି ମଜଭୁତ ଅଛି!.

Post a Comment

0 Comments