ସେମି ଫାଇନାଲ ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଲା ଝଟକା l




👉🏿 ନେଟ୍ ପ୍ରାକ୍ଟିସରେ ଆହତ ହେଲେ କ୍ୟାପଟେନ୍ ରୋହିତ ଶର୍ମା l


👉🏿ଆଜି ସକାଳେ ରୋହିତ ଶର୍ମା ନେଟ୍ ପ୍ରାକ୍ଟିସ୍ ସମୟରେ ହେଲେ ଆହତ l


👉🏿ଘଣ୍ଟାପ୍ରତି ୧୫୦କିଲୋମିଟର ବେଗରେ ଏକ ବଲ୍ ଡାହାଣ ହାତ କଚଟିରେ ବାଜିବା ଯୋଗୁଁ ଯନ୍ତ୍ରଣାରେ ୪୦ମିନିଟ ଧରି ରୋହିତ ଶର୍ମା ପ୍ରାକ୍ଟିସ ନକରି ବସି ରହିଥିଲେ ।


👉🏿ତେବେ ଆହତ ନେଇ ବିସିସିଆଇ କୌଣସି ଅପଡେଟ୍ ଦେଇନାହିଁ 

Post a Comment

0 Comments