ଦାସିଆଜାଙ୍କ ସଂଗ୍ରାଳୟ ମଧ୍ୟରେ ଛାତ୍ର ଛାତ୍ରୀଙ୍କ ଭିଡ଼.

 


ପାଠାଗାର ସଂଗ୍ରହାଳୟ ସ୍ରଷ୍ଟା ଦାସିଆ ଅଜା ଙ୍କ ଦାସିଆ ଅଜାଙ୍କ ପାଠଗାର ସଂଗ୍ରହାଳୟ ଦେଖିବା ପାଇଁ ନୟାଗଡ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ସହ ସହ ଛାତ୍ର ଛାତ୍ରୀ ମାନେ ଦାସିଆ ଅଜାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ ଓ ପାଠାଗାର ସଂଗ୍ରହାଳୟ ପରିଦର୍ଶନ କଲେ.ମହିପୁର,ନୂଆଗାଁ,କୋରଡ଼ା, ଜଗନ୍ନାଥ ପ୍ରସାଦ ସମସ୍ତ ଛାତ୍ର ଛାତ୍ରୀ.


Post a Comment

0 Comments