କୋରଡ଼ା ଉଠାନିସାହି ନିକଟରେ ଦୃଘଟଣା, ଜଣେ ମୃତ.

 


ନୟାଗଡ଼ ଜିଲ୍ଲା ଜାତୀୟରାଜପଥ 57 କୋରଡ଼ା ଉଠାନିସାହି  ନିକଟରେ ଘଟିଛି ଦୃଘଟଣା. ଏହିଦୃଘଟଣାରେ କୋରାଡ଼ଗ୍ରାମର ବନମାଳୀ ରାଉତଙ୍କ ପୁଅ ରଞ୍ଜନ କୁମର ରାଉତ ମୃତ. ନୂଆଗାଁ ରୁ କୋରଡ଼ା ଫେରୁଥିବା ବେଳେ ଅଜଣାଗଡି ଧକା ଦେବାରୁ ମୃତୁ ଘଟିଛି ଯାହା ଆଲୋଚନା ହେଉଛି. ନୂଆଗାଁ ପୋଲିସ ଶବକୁ ପୋଷ୍ଟ ମଟମ ପାଇଁ ଦଶପଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି.

Post a Comment

0 Comments