ମାଲକାନଗିରି: ମାଲକାନଗିରି ପୁଲିସକୁ ପୁଣି ମିଳିଛି ବଡ ସଫଳତା


 ମାଲକାନଗିରି: ମାଲକାନଗିରି ପୁଲିସକୁ ପୁଣି ମିଳିଛି ବଡ ସଫଳତା। ମାଥିଲି ଥାନା ଅନ୍ତର୍ଗତ ଡାବଗୁଡା ଅଂଚଳରୁ ମିଳିଲା ମାଓ ଡମ୍ପ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ସୁରକ୍ଷାକର୍ମୀ ଏବଂ ନିରୀହ ଲୋକଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଏହାକୁ ଲୁଚାଇ ରଖିଥିବା କୁହାଯାଇଛି ।

Post a Comment

0 Comments