୧୩ ତାରିଖରେ ବାହାଡ଼ଝୋଲା ଠାରେ ହେବାକୁ ଯାଉଛି ବିଯୁଜନତା ଦଳର ମହିଳା ସମାବେଶ ପାଇଁ ପ୍ରସ୍ତୁତି ବୈଠକ .

 



ନୟାଗଡ଼ ଜିଲ୍ଲା  ନୂଆଗାଁ ବ୍ଲକ ବାହାଡାଝୋଲା ଠାରେ ଆଗାମୀ ୧୩ ତାରିଖ ରେ ଆୟୋଜିତ ହେବାକୁ ଥିବା ମହିଳା ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି .ଏହି ବୈଠକରେ ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ବେହେରା ସମେତ ନୂଆଗାଁ ବ୍ଲକ୍ର ବିଯୁଜନତା ଦଳର ସମସ୍ତ ସକ୍ରିୟ କର୍ମୀ ଯୋଗ ଦେଇଥିଲେ . ଏହି ବୈଠକରେ ନିର୍ଣ୍ଣୟ ହୋଇଥିଲକି ୧୩ ତାରିଖରେ ହେବ କୁ ଥିବା ସମାବେଶରେ ନୂଆଗାଁ ବ୍ଲକ୍ର ୯ଟି ପଂଚାୟତରୁ ମହିଳା କର୍ମୀମାନେ ଯୋଗଦେବେ . ଯଥା ବାହାଡ଼ଝୋଲା ,ସିଂଗରପଲ୍ଲୀ ,ହରିପୁର ,ବେରୁଆବାରି ,କପିତାପଲ୍ଲୀ ,ଗୁମି ,ଯାକେଡ଼ା ,ଗାତେରି ,ପାରାଢ଼ୀପି    ସମସ୍ତ ପଂଚାୟତ  ରୁ ସମସ୍ତ ମହିଳା କର୍ମୀମାନେ ଯୋଗ ଦେବେ . ଏହି ସୂଚନା  ନୂଆଗାଁ ବ୍ଲକ ବିଯୁଜନତା ଦଳର ବ୍ଲକ ସଭାପତି ସନ୍ୟାସୀ ସାସମଲ  ଦେଇ ଅଛନ୍ତି . 


Post a Comment

0 Comments